ହେଡଲାଇନସ୍:

 ତିନି ଆଇପିଏସ ଅଧିକାରୀ ପାଇଲେ ଡିଜି ପାହ୍ୟାକୁ ପଦୋନ୍ନତି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି, ମନୋଜ ଛାବ୍ରା ଓ ସୁରେନ୍ଦ୍ର ପନୱାରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି | ଆଜି ଏ ମର୍ମରେ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି | ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା  ଶ୍ରୀ ମହାନ୍ତି ଓ ଶ୍ରୀ ଛାବ୍ରାଙ୍କ ପଦବୀକୁ ଉନ୍ନୀତ କରାଯାଇଥବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ଶ୍ରୀ ପନୱାରଙ୍କୁ ପ୍ରଫର୍ମା ପଦୋନ୍ନତି ମିଳିଛି |  

0
0
0
s2sdefault