ହେଡଲାଇନସ୍:

ମୁକେଶ ଅଗ୍ରୱାଲ ଜୁନାଗଡ ବ୍ଲକପାଇଁ  ସାଂସଦଙ୍କ  ପ୍ରତିନିଧି  ମନୋନୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜୁନାଗଡ଼/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଲୋକ ସଭା ସଂସାଦ ବସନ୍ତ କୁମାର ପଣ୍ଡା ଜୁନାଗଡ ବ୍ଲକ ପ୍ରତିନିଧି ଭାବେ ଭାଜପାର ଯୁବ ନେତା ମୁକେଶ ଅଗ୍ରୱାଲଙ୍କୁ ମନୋନୀତ କରିଛନ୍ତି | ଏହି ଅବସରରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ୍ କରାଯାଇଥିଲା |

0
0
0
s2sdefault