ହେଡଲାଇନସ୍:

ପୋଲିସକୁ ଦୁର୍ବ୍ୟବହାର କରି ଯୁବକ ଗଲେ ଜେଲ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ପୋଲିସ୍ କୁ ର୍ଦୁବ୍ୟବହାର କରି ଜଣେ ଯୁବକ ଙ୍କୁ ମହଙ୍ଗା ପଡିଛି I ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କାର୍ଯ୍ୟରତ ପୋଲିସ୍ ଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗ ରେ ରେଢାଖୋଲ ଥାନା ପୋଲିସ ଜଣକୁ ଗିରଫ କରିଛି I ଗିରଫ ଅଭିଯୁକ୍ତ ଜଣକ ହେଲେ ରେଢାଖୋଲ ଥାନା କଦଳୀଗଡ ପଞ୍ଚାୟତ ମହୁଲମୁଣ୍ଡା ଗ୍ରାମର ସୁଶାନ୍ତ ସାହୁ (୨୦)I ପୋଲିସ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଥାନା ପୋଲିସ ଏକ ଗଣ୍ଡୋଗଳ ଘଟଣାରେ ତଦନ୍ତ କରିବାକୁ ପୋଲିସ୍ ଯାଉଥିବା ବେଳେ ମହୁଲମୁଣ୍ଡା ଗ୍ରାମର ସୁଶାନ୍ତ ପୋଲିସ କୁ ମଦ୍ୟପାନ କରି ର୍ଦୁବ୍ୟବହାର କରିଥିଲା I ପୋଲିସ ଯୁବକଙ୍କୁ କାବୁ କରି ରେଢାଖୋଲ ଥାନାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କରାଯାଇଥିଲା I

0
0
0
s2sdefault