ହେଡଲାଇନସ୍:

କମେନ୍ଟ ମରା଼କୁ ବିରୋଧ କରିବାରୁ ଅଧ୍ୟାପକ  ଉପରେ ଆକ୍ରମଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବଲାଙ୍ଗୀରରୁ ନିରୋଜ ମିଶ୍ର : ଅଣଛାତ୍ରଙ୍କ ଦ୍ୱାରା ରାଜେନ୍ଦ୍ର କଲେଜ ଛାତ୍ରୀଙ୍କୁ କମେନ୍ଟ ମାରାକୁ ବିରୋଧ କରିବାରୁ  କଲେଜ ଅଧ୍ୟାପକ ରବୀନ୍ଦ୍ର ପାଣ୍ଡିଆଙ୍କ ଉପରେ ଆକ୍ରମଣ | ଶ୍ରୀ ପାଣ୍ଡିଆ ଘରକୁ ଫେରୁଥିବା ବେଳେ ଆଦର୍ଶନଗର ବ୍ରିଜ ଠାରେ ୪/୫ ଜଣ ଅଣଛାତ୍ରମାନେ ଅଭେଞ୍ଜର ଗାଡ଼ିରେ ଆସି  ଅଧ୍ୟାପକଙ୍କୁ ଲୁହାଛଡ଼ରେ ଆକ୍ରମଣ କରିଛନ୍ତି | ଶ୍ରୀ ପାଣ୍ଡିଆଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା ଜାରି ରହିଛି | ପୁଲିସ ର ନିଷ୍କ୍ରିୟତା କାରଣରୁ ବଲାଙ୍ଗୀର ସହରରେ ଏଭାଲି ଘଟଣା ଭାଟି ଚାଲିଛି | ପୂର୍ବରୁ ଅମେନ୍ସ କଲେଜ ରେ ଘଟିଥିବା ଏଭଳି ଘଟଣାରେ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିନଥିବା ଯୋଗୁ ଅଣଛାତ୍ରମାନଙ୍କ ମନୋବଳ ବଢୁଛି ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଚର୍ଚା ହେଉଛି |

 

0
0
0
s2sdefault