ଚିନ୍ମୟ ମିଶନ ବାରିପଦା ତରଫରୁ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା: ଚିନ୍ମୟ ମିଶନ ବାରିପଦା ତରଫରୁ ଗୁରୁପୁର୍ଣିମା ଉପଲକ୍ଷେ ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦନନ୍ଦ ସରସ୍ବତୀଙ୍କ ତତ୍ୱବାଧାନ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହଇଯାଇଛି। ଏହି ଶିବିରକୁ  ଆଚାର୍ଯ୍ୟ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ ଉଦଘାଟନ କରିଥିବା ବେଳେ
 ଚିନ୍ମୟ ମିଶନ ବାରିପଦା ର ସଭାପତି ଶ୍ରୀଧର ପରିଡ଼ା, ସମ୍ପାଦକ ସମ୍ପଦ ଦାସ, କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି, ସତ୍ୟବ୍ରତ ମହାନ୍ତି, ଗିରିଜା ଶଙ୍କର ମହାନ୍ତି, ବିବେକାନନ୍ଦ ଦାସ, ତପନ ପଟ୍ଟନାୟକ, ଡ଼ା ପ୍ରାଣକୃଷ୍ଣ ବେହେରା, ଡ଼ା ସୁନନ୍ଦ ମିଶ୍ର, ସତ୍ୟବ୍ରତ ପଣ୍ଡା, ବିଜୟ ଲେଙ୍କା, ଲଷ୍ମୀ ପାଣି, ସୁରାତିବାଳା ଦାସ, ଶାନ୍ତି ସିଂ, ଜୟନ୍ତୀ ଲେଙ୍କା, ପ୍ରମୋଦିନୀ ପଟ୍ଟନାୟକ, ଶିବ ଦାସ, ଜଗଦୀଶ ଷଡ଼ଙ୍ଗୀ, ସୁରେଶ୍ୱରୀ ଆଚାର୍ଯ୍ୟ,  ସର୍ଣ୍ଣାଲତା ସାହୁ, ସୁମନ ମହାନ୍ତି, ସୁଭଦ୍ରା ଦାସ, ସୌଦାମିନୀ ମହାନ୍ତି, ସବ୍ୟସାଚୀ ପଲେଇ, କୃପାସିନ୍ଧୁ ସିଂ, ସଚ୍ଚିଦାନନ୍ଦ କୋଚିଂ ସେଣ୍ଟର ର ଛାତ୍ରଛାତ୍ରୀ ପ୍ରମୁଖ ଶିବିର ପରିଚାଳନା  ରହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରୁ ଚନ୍ଦନ ସେଜପଡା, ଅମର ସେଠୀ, ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା ପ୍ରଶାନ୍ତ ଦାସ, ପର୍ଶୁରାମ ବେହେରା, ସୁନୀଲ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ନର୍ସିଂ ନିର୍ଦେଶକ ଡ଼ା ପ୍ରାଣକୃଷ୍ଣ ବେହେରା ଓ ବରିଷ୍ଠ ଓକିଲ କୃପାସିନ୍ଧୁ ସିଂ ଉକ୍ତ ଶିବିର ଉଦଘାଟନ କାରିଥିଲେ। ୩୦ ୟୁନିଟ ରକ୍ତ ସଂଗ୍ରହ ହଇଥିଲା।
ଯଜ୍ଞଦତ୍ତ ଦାସ, ପଙ୍କଜିନି ଦାଶ, ସୁରଜ ସାହୁ, ଅଜିତ ସାହୁ, ଅଜିତ ମହାପାତ୍ର, ବିଦ୍ୟୁତପ୍ରଭା ବେହେରା, ଶାନ୍ତିଲତା ସିଂ, ରୋହିତ ଛାଂଟବର, ମେଘନା ଦିବେଦୀ, ସୌମ୍ୟ ରଞ୍ଜନ ମାଝୀ, ଶିବସଙ୍କର ମାର୍ଣ୍ଡି,, ବିରଂଛି ନାରାୟଣ ବେହେରା, ସିଦ୍ଧାର୍ଥ ଶଙ୍କର ସାହୁ, ରଞ୍ଜନ କୁମାର ମୁଖୀ, ଶିବାନୀ ମହାନ୍ତି, ଦୀନବନ୍ଧୁ ମହାନ୍ତ, ତୁଷାରକାନ୍ତ ପରିଡା, ସୁସଭାନ ମହାନ୍ତି, ସୁମନ ସିଂ, ସନ୍ଦୀପ ଆଚାର୍ଯ୍ୟ, ଚେତନପ୍ରକାଶ ପଟ୍ଟନାୟକ, ମିତାରାଣୀ ଗୋପ, ମହେନ୍ଦ୍ର ଦାସ, ସଞ୍ଜୟ କମିଳା, ରବିରାମ ପ୍ରଜାପ୍ରତି, ସତ୍ୟବ୍ରତ ମହାନ୍ତି, ନିରୋଦ ଦାସ, ହିମାଂଶୁ ଶେଖର ମହାନ୍ତ, ଓମ ପ୍ରକାଶ ସାହୁ ଓ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ବତୀ ରକ୍ତଦାନ କରିଥିଲେ।
ଆଜିର ଏହି ଶିବିର କୁ ଚିନ୍ମୟ ମିଶନ ବାରିପଦା ର ସଭାପତି ଶ୍ରୀଧର ପରିଡ଼ା, ସମ୍ପାଦକ ସମ୍ପଦ ଦାସ, କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି, ସତ୍ୟବ୍ରତ ମହାନ୍ତି, ଗିରିଜା ଶଙ୍କର ମହାନ୍ତି, ବିବେକାନନ୍ଦ ଦାସ, ତପନ ପଟ୍ଟନାୟକ, ଡ଼ା ସୁନନ୍ଦ ମିଶ୍ର, ସତ୍ୟବ୍ରତ ପଣ୍ଡା, ବିଜୟ ଲେଙ୍କା, ଲଷ୍ମୀ ପାଣି, ସୁରାତିବାଳା ଦାସ, ଶାନ୍ତି ସିଂ, ଜୟନ୍ତୀ ଲେଙ୍କା, ପ୍ରମୋଦିନୀ ପଟ୍ଟନାୟକ, ଶିବ ଦାସ, ଜଗଦୀଶ ଷଡ଼ଙ୍ଗୀ, ସୁରେଶ୍ୱରୀ ଆଚାର୍ଯ୍ୟ,  ସର୍ଣ୍ଣଲତା ସାହୁ, ସୁମନ ମହାନ୍ତି, ସୁଭଦ୍ରା ଦାସ, ସୌଦାମିନୀ ମହାନ୍ତି, ସବ୍ୟସାଚୀ ପଲେଇ,  ସଚ୍ଚିଦାନନ୍ଦ କୋଚିଂ ସେଣ୍ଟର ର ଛାତ୍ରଛାତ୍ରୀ ପ୍ରମୁଖ ଶିବିର ପରିଚାଳନା  ରହିଥିଲେ। ସମାଜସେବୀ ଚନ୍ଦନ ସେଜପଡାଙ୍କୁ  ମାନପତ୍ରଦେଇ ସଂମାନ୍ନିତ କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରୁ, ଅମର ସେଠୀ, ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ା ପ୍ରଶାନ୍ତ ଦାସ, ପର୍ଶୁରାମ ବେହେରା, ଆଡଭୋକେଟ ସୁନୀଲ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମିଶନ ର ସହ ସମ୍ପାଦକ ଅଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault