ହେଡଲାଇନସ୍:

ଯୁବ ବାହିନୀକୁ  ସଜାଡୁଛି ବିଜେଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯୁବ ବିଜେଡିର ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର/chakradhar majhi  : ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ (ଯୁବ ବ୍ୟାପାର)  ସଂଜୟ କୁମାର ଦାସବର୍ମା, ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ମହାସଚିବ ଶିଶିର ପରିଜା ସୂଚନା ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲା ଉପ-ସଭାପତି ଭାବେ ସୁଧୀର ସ୍ୱାଇଁ, ତାପସ ଦାସ, ଶୁଭେନ୍ଦ୍ର କୁମାର ଦାସ, ଚିନ୍ମୟ ରଞ୍ଜନ ମହାପାତ୍ର, ପାର୍ଥସାରଥୀ ରାଉତ, ସାଧାରଣ ସଂପାଦକ ଭାବେ ସରୋଜ ବିଶ୍ୱାଳ, ଦେବୀ ପ୍ରସାଦ ସାହାଣୀ, ଶିବପ୍ରସାଦ ପାତ୍ର, ନିହାର ରଞ୍ଜନ ମାନ୍‍ତି, ସୁଶୀଲ କୁମାର ମହାପାତ୍ର, ସଂପାଦକ ଭାବେ ଗୌର ପ୍ରସାଦ ମହାନ୍ତି, ସୁଧୀର ବହଳିଆ, ସ୍ମୃତିରଞ୍ଜନ ନାୟକ, ଦେବଦତ୍ତ ଖଣ୍ଡୁଆଳ, ବିସ୍ମୟନନ୍ଦ ସ୍ୱାଇଁ, ସମ୍ବିତ ମହାନ୍ତି, ରଶ୍ମୀରଞ୍ଜନ ଚୌଧୁରୀ, ସୁଧୀରକାନ୍ତ ମହାପାତ୍ର, ଶକ୍ତିମୟୀ ମିଶ୍ର, ସରସ୍ୱତୀ ଭୋଇ, ସୌମ୍ୟ ସ୍ୱପ୍ନ ସରିତ ରାତସିଂହ, ମିଡିଆ ସେଲ୍‍ ଇନ୍‍ଚାର୍ଜ ଭାବେ ସନ୍ତୋଷ କୁମାର ସ୍ୱାଇଁ, ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଜଗତସିଂହପୁରରେ ସୁଶାନ୍ତ ରଞ୍ଜନ ସ୍ୱାଇଁ, ବାଲିକୁଦା-ଏରସମାରେ ଅଲେଖ ସ୍ୱାଇଁ, ତିର୍ତ୍ତୋଲରେ ସୁବ୍ରତ ଦାଶ, ପାରାଦୀପରେ ତ୍ରିଲୋଚନ ତରାଇ, ଜଗତସିଂହପୁର ମୁ୍ୟନିସିପାଲିଟି ସଭାପତି ଭାବେ ଅରୁଣ ମହାନ୍ତି, ପାରାଦୀପ ମୁନିସିପାଲିଟି  ସଭାପତି ଭାବେ ଆଲୋକ କୁମାର ମହାପାତ୍ର, ବ୍ଲକ ସଭାପତି ଭାବେ ଜଗତସିଂହପୁରରେ ପ୍ରମୁଖ ରାଉତ, ନାଉଗାଁରେ  କୁମାର ପରିଡ଼ା, ବାଲିକୁଦାରେ ରଶ୍ମୀ ରଞ୍ଜନ କୁଅଁର, ଏରସମାରେ କିଶୋର କୁମାର ଜେନା, କୁଜଙ୍ଗରେ ଦିଲ୍ଲୀପ ମହାପାତ୍ର, ତିର୍ତ୍ତୋଲରେ ରଞ୍ଜିତ ଜେନା, ବିରିଡ଼ିରେ ପୁଷ୍ପ ପ୍ରକାଶ ପ୍ରଧାନ, ରଘୁନାଥପୁରେ ସ୍ୱଦେଶ ଦାସଙ୍କୁ ମନୋନୀତ କରାଯାଇଛି । 

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଉପ-ସଭାପତି ଭାବେ ପ୍ରତିଭା ପାତ୍ର, ବାସୁଦେବ ବେହେରା, ସୁରେଶ ଚନ୍ଦ୍ର ସାହୁ, ଜ୍ୟୋତି ରଞ୍ଜନ ଖଟୁଆ, ନିରଞ୍ଜନ ସାହୁ, ସାଧାରଣ ସଂପାଦକ ଭାବେ ସସ୍ମିତା ସାହୁ, ସରୋଜ କୁମାର ରାଉତ, ଅରୁଣ କୁମାର ରାଉତ, ଚିନ୍ମୟ ସାହୁ, ସଂପାଦକ ଭାବେ ଅରବିନ୍ଦ ଜେନା, ଦେବେନ୍ଦ୍ର ରାଉତ, ମହେନ୍ଦ୍ର ମିଶ୍ର, ଦୀନବନ୍ଧୁ ନାୟକ, ବିମାନ ଜେନା, ଭକ୍ତିମୟୀ କର, ସିରାଜ ଖାନ୍‍, ଦିଲ୍ଲୀପ କୁମାର ପରିଡ଼ା, ଅଶୋକ ଧଳ, ଜୟଦେବ ପରିଡ଼ା, ବିଭୁ ପ୍ରସାଦ ଜେନା, ସୁଶାନ୍ତ ଜେନା, ସୋସିଆଲ୍‍ ମିଡିଆ ସଂଯୋଜକ ଭାବେ ବିଜୟ କୁମାର ମଣ୍ଡଳ, କେନ୍ଦ୍ରାପଡ଼ା ମୁ୍ନିସିପାଲିଟି ସଭାପତି ଭାବେ ସୁରେଶ ମର୍ଦ୍ଧରାଜ, ପଟ୍ଟାମୁଣ୍ଡାଇ ମୁ୍ୟନିସିପାଲିଟି ସଭାପତି ଭାବେ ମନୋଜ ନାୟକ, ବ୍ଲକ ସଭାପତି ଭାବେ ଗରଦପୁରରେ ନଗେନ କୁମାର ପରିଡ଼ା, ଡେରାବିଶରେ ଗୋଲଖ ଚନ୍ଦ୍ର ସାହୁ, ମାର୍ଶାଘାଇରେ ପ୍ରତାପ ମଲିକ, ମହାକାଳପଡ଼ାରେ ପ୍ରଶାନ୍ତ ପ୍ରଧାନ, ପଟ୍ଟାମୁଣ୍ଡାଇରେ ରଞ୍ଜନ ବିଶ୍ୱାଳ, ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟକାରୀ ସଭାପତି ଭାବେ ସଂଜୟ କୁମାର ଲେଙ୍କା, ରାଜନଗରରେ ପରେଶ୍ୱର ନାୟକ, ଆଳିରେ କେଦାରନାଥ ବେହେରା, ରାଜକନିକାରେ ଅୟସ କୁମାର ସାମଲଙ୍କୁ ମନୋନୀତ କରାଯାଇଛି ।  କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ରାଜେଶ ପଣ୍ଡା  ଓ ଜଗତସିଂହପୁର ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ,ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହିତ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

0
0
0
s2sdefault