ହେଡଲାଇନସ୍:

"ଶନିଶ୍ଚର/ ନବଗ୍ରହ ମନ୍ଦିର ଓ ମହାବୀର ହନୁମାନ ଙ୍କ ମନ୍ଦିର" ପ୍ରତିଷ୍ଠା।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

 ଧର୍ମଗଡ଼ /ସୁଶାନ୍ତ ରାଉତ : ଧର୍ମଗଡ଼ ସିଆଲିିକନା ପଡ଼ା ଠାରେ  ଧର୍ମଗଡ଼ ଅଞ୍ଚଳର ଅନ୍ୟତମ ଧର୍ମପ୍ରାଣ ବ୍ୟକ୍ତି ବନମାଳୀ ସାହୁଙ୍କ ଉଦ୍ୟମ ତଥା ସଞ୍ଜୟ ଲହଜଲ ଓ ଗ୍ରାମବାସୀ ଙ୍କ ସହଯୋଗରେ "ଶନିଶ୍ଚର/ ନବଗ୍ରହ ମନ୍ଦିର ଓ ମହାବୀର ହନୁମାନ ଙ୍କ ମନ୍ଦିର" ପ୍ରତିଷ୍ଠା। ହୋଇଯାଇଛି ଏହି ପ୍ରତିଷ୍ଠା  ଉତ୍ସବ ରେ ଧର୍ମଗଡ଼ ତଥା ଧର୍ମଗଡ଼ ବାହାରୁ ଭକ୍ତ ସାଧକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଥିଲା |

0
0
0
s2sdefault