ହେଡଲାଇନସ୍:

ଶାନ୍ତିଶୃଙ୍ଖଳା ର ସହିତ ମତଦାନ ପାଇଁ ସହରରେ ପୋଲିସ ର ଫ୍ଲାଗ ମାର୍ଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା-(ଦିଲ୍ଲୀପ ମହାନ୍ତି ) ଚଳିତ ମାସ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ  ହେବାକୁ ଯାଉଅଛି । ଏହି ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ  ଜିଲାର ଆଟଗୋଟି ବିଧାନସଭା ଓ ଲୋକସଭା ନିମନ୍ତେ ଭୋଟଗ୍ରହଣ ଅନୁଷ୍ଟିତ ହେବ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ  ଜିଲାର କରଞିଆ ବିଧାନସଭା ରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ସଂପୂନ୍ନ ଭାବେ ଅବାଧ , ନିରପେକ୍ଷ ଓ ଶାନ୍ତିଶୃଙ୍ଖଳା ର ସହିତ ସମାପ୍ତ କରିବା ଉଦ୍ଦେଶ୍ୟ ନେଇ ବାରିପଦା ସହରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ଆଜି ଫ୍ଲାଗମାର୍ଚ ଅନୁଷ୍ଟି ହୋଇଅଛି । ସହରର ବିଭିନ୍ନ ରାସ୍ତାମାନଙ୍କରେ ଆଜି ସନ୍ଧ୍ୟାରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଫ୍ଲାଗମାର୍ଚ କରାଯାଇଅଛି ।

 

0
0
0
s2sdefault