କୋମନା (ଭାଗିରଥି ଭୋଇ) କୋମନା ସହର ରେ ଦିନ କୁ ଦିନ ତାତି ବଢିବାକୁ ଲାଗିଛି । ଦିନ ବେଳେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହୁଥିବା ବେଲେ ସନ୍ଧ୍ୟାରେ ଲୋକଙ୍କୁ ଟିକେ ଆସ୍ଵସ୍ତି ମିଲୁଛି । ଦିନ ୧୧ ଟା ହେଲେ କେହି ଘରୁ ପଦାକୁ ବାହାରିବାକୁ ସାହସ କରୁନାହାନ୍ତି । ଆଗକୁ ପରିସ୍ଥିତି ଆହୁରି ଭୟାନକ ହେବ ବୋଲି ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି ।