ହେଡଲାଇନସ୍:

ପୌର ପାଳିକାର ଛଅ ନମ୍ୱର ୱାର୍ଡ ରେ ଵୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟ କଲେ ପୌର ଅଧ୍ୟକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ଭଦ୍ରକ୍ ଜିଲ୍ଲା ବାସୁଦେବପୁର ପୌର ପାଳିକା ପକ୍ଷ ରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପୌର ପାଳିକା ପକ୍ଷ ରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଉଛି। ଏହି ଅବସର ରେ ସୋମବାର ଦିନ ସକାଳେ ଛଅ ନମ୍ୱର ୱାର୍ଡ ରେ ଵୃକ୍ଷ ରୋପଣ ସହ ସଫେଇ କାର୍ଯ୍ୟ କରା ଯାଇଛି। ପୌର ଅଧ୍ୟକ୍ଷା ନିବେଦିତା ବେହେରା ଙ୍କ ଉପସ୍ଥିତି ରେ କାଉନସିଲର ଜଗବନ୍ଧୁ ଦାସ, ହେମନ୍ତ ନାୟକ, ଭାନୁମତୀ ମଲ୍ଲିକ୍ ଉପସ୍ଥିତ ରହି ଥିଲେ। ଏହି ଅବସର ରେ ପୌର ଅଧ୍ୟକ୍ଷା ଶ୍ରୀମତୀ ବେହେରା ଓ କାଉନସିଲର ଓ ଉପସ୍ଥିତ ସମସ୍ତ କର୍ମଚାରୀ ମାନେ ବୃକ୍ଷ ରୋପଣ କରିବା ସହ ସଫେଇ କାର୍ଯ୍ୟ କରିଥିଲେ।

0
0
0
s2sdefault