ହେଡଲାଇନସ୍:

ପଥଚାରୀ ଯୁବକ କୁ ମାରଣାନ୍ତକ ଆକ୍ରମଣ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବୁଢାମ୍ବ ଛକରେ ନବୀନ ପ୍ରଧାନ ନାମକ ଜଣେ ଯୁବକ କୁ ହଠାତ୍ କିଛି ଯୁବକ ଅତର୍କିତ ଭାବେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି। ଆକ୍ରମଣ ରେ ଗୁରୁତର ନବୀନ ର ଘର ନିକଟସ୍ଥ ବଡ଼ ମହୁରୀ ଗ୍ରାମ ଓ ସେ କୌଣସି କାମରେ ବୁଢାମ୍ବ ଆସିଥିବା ବେଳେ ଏହି ଭଳି ଆକ୍ରମଣ ର ଶୀକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ନବୀନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault