ହେଡଲାଇନସ୍:

ପ୍ରାଥମିକ ଶିକ୍ଷକ ଙ୍କୁ ଅଣଦେଖା,ସରକାର ମାଧ୍ୟମିକ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ରୂପେ ୨୪୭୯ ଜଣ ଙ୍କୁ ପଦୋନ୍ନତି ଦେଇ ପ୍ରଧାନ ଶିକ୍ଷକ କଲେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର 04/06/2026,ପ୍ରାଥମିକ ଶିକ୍ଷକ ନିଜ ମନ ଧନ ଲୟ ରେ ଶିଶୁକୁ ଗଢ଼ି ତୋଳି ଚରିତ୍ର ,ଶୃଙ୍ଖଳା ,ଉତ୍ତମ ମେଧା ଛାତ୍ର ତିଆରି କରିବା ରେ ମୁଖ୍ୟଭୂମିକା ରହିଥିଲାବେଳେ, ଶିଶୁର ପ୍ରାରମ୍ଭିକ ଗୁରୁଙ୍କୁ ଅବହେଲିତ କରିବାକୁ ଓଡ଼ିଶାର ଅଭିଭ।ବକ ଓ ପ୍ରାଥମିକ ଶିକ୍ଷକ ଗ୍ରହଣ କରୀପାରୁନାହାନ୍ତି।
ସୂଚନାଯୋଗ୍ୟ ପ୍ରାଥମିକ ଶିକ୍ଷକ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ରେ ନିଜକୁ ଖାପ ଖୁଆଇ ଗାଆଁ ଓ ପୂର୍ପଲ୍ଲୀରେ କମୋ ଳମୋତି ଶିଶୁର ଶୂନ୍ୟମସ୍ତିଷ୍କ ରେ ଦିନ ଚର୍ଯ୍ୟା,ଉଠିବା ,ବସିବା ,ଶୃଙ୍ଖଳିତ ଛାତ୍ର ,ଓ ଜ୍ଞାନ ଦେଇ ପୁରଣ କରି ଥାଆନ୍ତି।ତାକୁ ଗତ ସରକାର ବନ୍ଦ କରି ଗ୍ରେଡ ପେ ଭୁଲ୍ ଦେଉ ଥିବାରୁ ଶିକ୍ଷକ ଗୋଷ୍ଟି ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଡିଗ୍ରୀ ପାଇବା ପରେ ସେହି ସରକାର କାଳ କ୍ଷେପଣ ନୀତି ଆପଣେଇ ମାନ୍ୟବର ସୁପ୍ରିମ କୋର୍ଟ କୁ ଗଲେ ,କିନ୍ତୁ ନୂଆ ସରକାର ଆସିଲା ପରେ ସେହି କେଶ୍ଟି କୁ ସୁପ୍ରିମକର୍ଟ ଖାରଜ କରି ଗ୍ରହଣ କଲେ ନାହିଁ ,ଏବଂ ଏ ନୂତନ ସରକାର ଙ୍କୁ ତିନି ମାସ ଭିତରେ ପାଉଣା RACp ବାବଦ କୁ ଦେବା ପାଇଁ ନିର୍ଦ୍ଦେଶ ଦେଲେ ।କିନ୍ତୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ପାଉଣା ଦେଇ ନାହାନ୍ତି ।ଯାହାଦ୍ୱାରା ବହୁ ଶିକ୍ଷକ ଅବସର ଓ ମୃତ୍ୟୁ ବରଣ କରିବାରୁ ବହୁତ୍ ଅର୍ଥ ଭରଣା କରୁଛନ୍ତି । ପୁରୁଣା ସରକାର ପଦୋନ୍ନତିରେ ବହୁତ୍ ଜିଲ୍ଲାକୁ ପ।ତର ଅନ୍ତର ଓଡ଼ିଶା ଗେଜେଟକୁ ସମ୍ପୂର୍ଣ୍ଣ ଅଣ ଦେଖl କରି ତେର ଗୋଟି ଜିଲ୍ଲାକୁ ନିଜ କୁ ସୁହାଇଲା ଭଳି ପଦୋନ୍ନତି ଦେଇ ଛନ୍ତି ଯାହାକି ତଦନ୍ତ ସାପେକ୍ଷ । ନୂଆ ସରକାର ଆସିଲେ ପୁଣି ସେହି ଢାଞ୍ଚା ରେ otet କୁ ଆଧାର କରିଥିଲେ ,କିନ୍ତୁ ମାନ୍ୟବର ସରକାର ବର୍ତ୍ତମାନ ପ୍ରମସନ୍ ଦେବା ପାଇଁ ସବୁ ବ୍ୟବସ୍ଥା କରିଥିଲେ ମଧ୍ୟ ପ୍ରଶାସନର ସ୍ଥାଣୁତା ପ୍ରଶ୍ନବାଚି ସୃଷ୍ଟି କରିଛି, ଯାହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା 14345,02/06/2026ରେ ଉଲ୍ଲେଖ ରହିଛି
ସୁତରାଂ ନ୍ୟାୟ ପ୍ରଦାନ କରିବା ପାଇଁ ଓ ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବା ତଥା ଶିକ୍ଷକଙ୍କୁ ମାନସିକ ନିର୍ଯାତନାରୁ ମୁକ୍ତି ଦେବା, RACP ୪୨୦୦ ,୪୬୦୦ ବ୍ୟବସ୍ଥା କରି ଓ ପ୍ରମୋସନ ଦେବା ବ୍ୟବସ୍ଥା ତୁରନ୍ତ କରାଯିବାକୁ ଶିକ୍ଷକ ମହଲରେ ଦାବୀ ଉପସ୍ଥାପନା କରାଯlଇଛି

0
0
0
s2sdefault