( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦାୟିତ୍ୱହୀନତା ଏବଂ ବିଶୃଙ୍ଖଳା ପାଇଁ ବ୍ରହ୍ମପୁର ମହାନଗର ନିଗମର ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଡୁଙ୍ଗଡୁଙ୍ଗ ନିଲମ୍ୱିତ। ନିଲମ୍ବନ କଲେ କମିଶନର ଏ. ଶସ୍ୟା ରେଡ୍ଡୀ। ନିଲମ୍ବନ ସମୟରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦେଶ। ପ୍ରତିମାସର ପ୍ରଥମ ସପ୍ତାହରେ ନନ୍-ଏନଗେଜମେଣ୍ଟ ସର୍ଟିଫିକେଟ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ
ମହାନଗର ନିଗମ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ।
- Hits: 74







