ହେଡଲାଇନସ୍:

ବାର୍ଷିକ ମାତୃ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ଶିଶୁ ବିହାର ବିଦ୍ୟାଳୟ ରେ ବାର୍ଷିକ ମାତୃ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ମହାରଣା ଙ୍କ ସଂଯୋଜନାରେ ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷକ ଭାବରେ ଡ ବସନ୍ତ କୁମାରୀ ନନ୍ଦ, ସହ ପ୍ରଶିକ୍ଷକ ଭାବରେ ପୁଷ୍ପାଞ୍ଜଳି ଦାସ, ଝରଣା ଦାସ ଉପସ୍ଥିତ ରହି ପ୍ରଶିକ୍ଷଣ ଦେଇଥିଲେ। ବୌଦ୍ଧିକ ଭରତ କୁମାର ନାୟକ ଦେଇଥିଲେ। ଅନୁଷ୍ଠିତ ଏହି ଶିବିର ରେ ଶିଶୁ ବିହାର ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବିକା ମାନେ ଉପସ୍ଥିତ ରହି ସଫଳ କରାଇ ଥିଲେ।

0
0
0
s2sdefault