ହେଡଲାଇନସ୍:

ବ୍ଲକ ଅଧକ୍ଷା ଙ୍କ ଦ୍ୱାରା ବଡ଼ବୋରସିଂ ପଂଚାୟତ ରେ ବିଭିନ୍ନ ପକଳ୍ପ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 



ବେଲଗୁଣ୍ଠା, ୨୮/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବୋରସିଂ ପଂଚାୟତ ରେ ବିଭିନ୍ନ ପକଳ୍ପ ସ୍ଥାନୀୟ ସରପଞ୍ଚ ତଥା ବ୍ଲକ ବିଜେଡି ସଭାପତି ଏସ. ରାମେଶ୍ୱର ପାତ୍ର ଙ୍କ ଅଧକ୍ଷୟତା ଉଦଘାଟନ ହୋଇଯାଇଛି l ମୁଖ୍ୟଅତିଥି ରୂପେ ବ୍ଲକ ଅଧକ୍ଷା ମମତା ଭୋଳ ଯୋଗ ଦେଇ ୪ ଟି ପକଳ୍ପ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ରୂପେ ୪୭ ନଂ ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, ରବୀନ୍ଦ୍ର କୁମାର ସାହୁ, ସିମାଞ୍ଚଳ ବିଶୋଇ, ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବବିଜେଡି ସଭାପତି ଚନ୍ଦ୍ରଶେଖର ନାୟକ, ଯୁବନେତା ଶରତ ଚନ୍ଦ୍ର ସ୍ବାଇଁ , ସୁମନ୍ତ ବିଶୋଇ ଯୋଗଦେଇଥିଲେ l ଆଜି ର ଉଦଘାଟିତ ପକଳ୍ପ ଗୁଡିକ ହେଲା ଦୁବଲୁଣ୍ଡା ଠାରେ ମିଶନ ଶକ୍ତି ଗୃହ, କାଳିଆଗୁଡା ଠାରେ ମିଶନ ଶକ୍ତି ଭବନ, ରଙ୍ଗଣୀ ସମାଜ ନୂତନ ଗୃହ ଓ ବନସଂରକ୍ଷଣ ସମିତି ର ନୃତନ ଗୃହ l

0
0
0
s2sdefault