ବାଲେଶ୍ୱର: ଆଜି ଦିବା 12 ଟା ସମୟରେ ବାଲେଶ୍ୱର ଟ୍ରକ ଓ ବସ ମାଲିକମାନେ ବାଦଲ ଦାସଙ୍କ ନେତୃତ୍ୱରେ ଆଞ୍ଚଳିକ ପରିବହନ କାର୍ଯାଳୟକୁ ଘେରିଥିଲେ କାରଣ ଅକସମାତ RTO ବିନା ନଟିସରେ ଫିଟନେସ ସେଣ୍ଟରକୁ ବାଲେଶ୍ୱର ଠାରୁ 18 କିଲୋମିଟର ଦୂର ଖନ୍ତାପଡ଼ା କୁ ଉଠାଇ ଦେଇଛନ୍ତି ପୁଣି ରାସ୍ତାରେ ପଡୁଚି ଟୁଲ ଆଦାୟ କାରୀ ଗେଟ... ବିନା ଫିଟନେସରେ ଯଦି ଗାଡି ଟୁଲଗେଟ ପାସ କରେ ତାହାହେଲେ ଗାଡି ମାଲିକକୁ 10000 ଟଙ୍କା ଫାଇନ ଦେବାକୁ ପଡିବ ଫଳତ ଗାଡି ମାଲିକ ମାନେ ଅଜଥା ଖର୍ଚାନ୍ତ ହେବେ ୍୍୍ ଏଣୁ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର ହେବ ବଲି ଜଣାପଡୁଛି ୍୍୍ ମାତ୍ର RTO କହିଛନ୍ତି ଟୁଲଗେଟକୁ ଆମ୍ଭେ ଚିଠି କରିବୁ ଜେପରିକି ଫିଟନେସ ହେବାକୁ ଜାଉଥିବା ଗାଡି ପାଖରୁ କଉଣସି ପେନାଲଟି ନିଆଜିବ ନାହିଁ
ରାଜ୍ୟ
ବାଲେଶ୍ୱର ଟ୍ରକ ଓ ବସ ମାଲିକ ଘେରିଲେ RTO କାର୍ଯ୍ୟାଳୟ
- Hits: 6








