ହେଡଲାଇନସ୍:

ନିଖିଳ ଉତ୍କଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ ସଂଘର ଜିଲ୍ଲା ସ୍ତରୀୟ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଅଶୋକ ମହାରଣା ସଭାପତି ଓ ଜୟନ୍ତ ପାଢ଼ୀ ସମ୍ପାଦକ ନିର୍ବାଚିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  : ମାଲକାନଗିରି ଜିଲ୍ଲା ନିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧୂକାରୀ ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ମାଲକାନଗିରି ସ୍ଥିତ ସତୀଗୁଡ଼ା ଡ୍ୟାମ୍ ସାଇଡ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସଂଘର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶେଷରେ ଜିଲ୍ଲା ସଂଘର କର୍ମ କର୍ଷା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ କାର୍ଯ୍ୟକ୍ରମ ପରିପ୍ପଳନା ନା କରିଥିଲେ ସଂଘର ବରିଷ୍ଠ ସଭ୍ୟ ଅଶୋକ ପଟ୍ଟନାୟକ। ଏହି ଅବସରରେ ସଂଘର ।ର ନିର୍ବାଚନ ମନୋନୟନ ରେ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଭାବେ ଅଶୋକ କୁମାର ମହାରଣା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା
ବେଳେ ଉପ ସଭାପତି ହୃଷୀକେଶ ରାଓ, ସମ୍ପାଦକ ଜୟନ୍ତ କୁମାର ପାଢ଼ୀ, ସ‌ହ ସମ୍ପାଦକ ଅଭିଷେକ ବେହେରା, କୋଷାଧ୍ୟକ୍ଷ ବିଜୟ ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ କୁମାର ପ୍ରଧାନ ଓ ଆଇନ ଉପଦେଷ୍ଟା ଭାବେ ଅଶୋକ ପଟ୍ଟନାୟକ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ବୋଲି ଜି ଲ୍ଲା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

0
0
0
s2sdefault