ପୁରୁଷୋତ୍ତମ ଥାନା ଅନ୍ତର୍ଗତ ସୁଣ୍ଡିବାଙ୍କ ଗ୍ରାମ ନିକଟରେ ସାଗର ବେହେରା ନାମକ ଜଣେ ଯୁବକ କୁ ଗୁଳିମାଡ଼ ହୋଇଛି। ଗୁରୁତର ଆହତ ସାଗର ର ଘର ନିକଟସ୍ଥ ଅରଖପୁର ଓ ଆଜି ସକାଳେ ଦୁଇ ଜଣ ଯୁବକ ଆସି ଗୁଳି କରିଥିବା ସାଗର କହିଛନ୍ତି। ତାଙ୍କର ଡାହାଣ ଗୋଡ଼ରେ ୨ଟି ଗୁଳି ବାଜିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଆଶୁ ଚିକିତ୍ସା ବିଭାଗରେ ଚିକିତ୍ସା ଜାରି ରହିଛି।*ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି।
ରାଜ୍ୟ
ଯୁବକଙ୍କୁ ଗୁଳି କରି ଅଭିଯୁକ୍ତ ଫେରାର।
- Hits: 6








