ରାଜଗାଙ୍ଗପୁର(୧୭-୦୨-୨୬) ପୁଲିସ ସାଇବର ବିଭିନ୍ନ ବ୍ୟାଙ୍କରେ ଚଢ଼ଉ (ଚାରି କୋଟି ଉଣେଇଶ ଲକ୍ଷ ଚଉଦ ହଜାର ଶହେ ଛତିଶ ଟଙ୍କା) ସାଇବର ଠକେଇରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଦୁଇଟି ମୋବାଇଲ, ଏଚ୍ଡିଏଫ୍ଡଡି ବ୍ୟାଙ୍କର ଚେକ୍ବୁକ୍ ଜବତ କରିଛି। ସାଇବର ଠକେଇ କରିବା ପାଇଁ ଏବେ ନୂଆ ଉପାୟ ଅବଲମ୍ବନ କରିଛନ୍ତି ଠକା ବିଭିନ୍ନ ବ୍ୟାଙ୍କରେ ସାଧାରଣ ଲୋକଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ନାମରେ ବ୍ୟାଙ୍କରେ ମିଲ ଏକ ଏକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଠକେଇ କରୁଥିଲେ। ସୁନ୍ଦରଗଡ଼ ଏସ୍ପିଙ୍କ ନିର୍ଦେଶକ୍ରମେ ବିଭିନ୍ନ ବ୍ୟାଙ୍କରେ ଙ୍କରେ ଆଜି ଚଢ଼ଉ କରିଥିଲା । ରାଜଗାଙ୍ଗପୁର ପୁଲିସ, ର ପୁଲିସ, ରାଜଗାଙ୍ଗପୁର ଏସ୍ପିଡିଓ, ଆଇଆଇସି, ଅତିରିକ୍ତ ଆଇଆଇ ରସିଙ୍କୁ ନେଇ ଏକ ଟିମ୍ ଗଠନ କରି ଚଢ଼ଉ କରିଥିଲେ ଏବଂ ଏବଂ ଟ୍ରାନ୍ଜେକ୍ସନ ହେଉଥିବା ଆକାଉଣ୍ଟକୁ ଜବତ କରିଥିଲେ | ଆଗକୁ ଏଭଳି ଚଢ଼ଉ ଜାରି ରହିବ ବୋଲି ସାମାଦିକ ସମ୍ମିଳନୀରେ ନୀରେ ରାଜଗାଙ୍ଗପୁର ଏସ୍ଡିପିଓ ବିଭୂତିଭୂଷଣ ଭେ ଭୋଇ ସୂଚ ସୂଚନା ଦେଇଥିଲେ ।
ରାଜ୍ୟ
ରାଜଗାଙ୍ଗପୁରରେ ଦୁଇ ଅଭିଯୁକ୍ତ ଗିରଫ: ଚାରି କୋଟିର ସାଇବର ଠକ
- Hits: 21








