କାଶୀପୁର ରୁ ବୈକୁଣ୍ଠ ଦୁରିଆ: କଂସାରୀଗୁଡା ଡିପିର କାର୍ଯ୍ୟକାରୀ ସଭାପତି ଡଉଲ ରତ୍ନ ଚୌଧୁରୀ ଓ ସମ୍ପାଦକ ବିଦ୍ୟାରତ୍ନ ଚୌଧୁରୀ କାଶୀପୁର ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆଙ୍କୁ ସଭାପତିଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ ସହ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ସଂଗଠନ ସୁଦୃଢ଼ କରିବା, ଗ୍ରାମସ୍ତରରେ କଂଗ୍ରେସ ଦଳକୁ ଆହୁରି ସକ୍ରିୟ କରିବା ଓ ସାଧାରଣ ଜନତାଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଥିଲା। ସଭାପତି ରାଜେନ୍ଦ୍ର ଦୁରିଆ କହିଥିଲେ ଯେ ସମସ୍ତ କର୍ମୀଙ୍କୁ ଏକତ୍ର କରି କାଶୀପୁର ବ୍ଲକରେ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରାଯିବ।
ଏହି ସାକ୍ଷାତକାର ସମୟରେ ଲଷ୍ମୀଧର ବାଘ, ବିପିନ ପାଲ ଓ ଉମାଶଙ୍କର ଖରା ଉପସ୍ଥିତ ଥିଲେ।
ରାଜ୍ୟ
ଆଦିତ୍ୟ ଆଲୁମିନା ରେଫେଇନାରୀ କଂସାରୀଗୁଡା ବିସ୍ଥାପିତ ପରିବାର ର କାର୍ଯ୍ୟକାରି ସଭାପତି ଓ ସମ୍ପାଦକ ଦ୍ୱାରା କାଶୀପୁର ବ୍ଲକ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ
- Hits: 15









