ହେଡଲାଇନସ୍:

ଭଞ୍ଜବିହାର ରେ ଅଧ୍ୟୟନ ରତ ଛାତ୍ର ର ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଚମାଖଣ୍ଡି ଥାନା ଅର୍ନ୍ତଗତ ଉପଲାପୁଟି ଗ୍ରାମ ର ରାଜେଶ କୁମାର ବେହେରା ନାମକ ଜଣେ ଛାତ୍ର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କଠାରୁ ଖବର ପାଇ ଚମାଖଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଘର ପରିବାର ଲୋକେ ସମସ୍ତେ ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ ଓ ବିଳମ୍ବିତ ରାତିରେ ରାଜେଶ ଏହି ଭଳି ଘଟଣା ଘଟାଇଥିବା ଜଣାପଡ଼ିଛି।

0
0
0
s2sdefault