ହେଡଲାଇନସ୍:

ଅଚିହ୍ନା ଯୁବକ ର ଝୁଲନ୍ତା ଶବ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଛତ୍ରପୁର ଥାନା ଅନ୍ତର୍ଗତ ବାଲିବଗଡ କେନାଲ ରାସ୍ତାରେ ଗୋଟିଏ ଗଛରେ ଝୁଲୁଥିବା ଅବସ୍ଥାରେ ଜଣେ ଯୁବକ ର ଶବ କୁ ପୋଲିସ ଉଦ୍ଧାର କରିଛନ୍ତି ଓ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଉଦ୍ଧାର ହୋଇଥିବା ଶବ କିଛି ଦିନ ପୂର୍ବର ଓ ପଚି ଯାଇଥିବା ଯୋଗୁଁ ତାର ପରିଚୟ ମିଳିନଥିବା ଜଣାପଡ଼ିଛି। ଉକ୍ତ କେନାଲ ରାସ୍ତାରେ ଯାଉଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛନ୍ତି।

0
0
0
s2sdefault