ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ସ୍ୱାମୀ ବିବେକାନନ୍ଦଙ୍କ ୧୬୪ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଦେଶୀ ସଂକଳ୍ପ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଷଷ୍ଠରୁ ଦଶମ ଶ୍ରେଣୀ ଭାଇ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ସଂଞ୍ଚଳନ ରେ ଘୋଷ ବାଦ୍ୟ ର ତାଳେତାଳେ ଶିଶୁ ମନ୍ଦିରରୁ ବାହାରି ରଜା ପଡ଼ା, ଥାନା ପଡ଼ା,କଚେରୀ ଛକରୁ ପୁନଃ ଶିଶୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଶେଷରେ ସାମୂହିକ ବନ୍ଦେ ମାତରମ ଗାନ କରା ଯାଇଥିଲା l ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା l
ରାଜ୍ୟ
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ର ସ୍ଵଦେଶୀ ସଂକଳ୍ପ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 48











