ହେଡଲାଇନସ୍:

ଶୀତତାପ ନିୟନ୍ତ୍ରିତ ନୂତନ ମଣ୍ଡପ ଉଦଘାଟିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅସ୍ତରଙ୍ଗ: ଅସ୍ତରଙ୍ଗ ଓ କାକଟପୁର ବାଶିଙ୍କ ପାଇଁ ବିବାହ, ବିଭିନ୍ନ କାର୍ଯ୍ୟକ୍ରମ, ଆଦି କରିବା ନିମନ୍ତେ କାକଟପୁର କଲେଜ ଛକ ନିକଟରେ ଅତ୍ୟାଧୁନିକ ବିବାହ ମଣ୍ଡପ" ଦୀପ୍ତି କନଭେସନ " ଉଦ୍ଘାଟନ ହୋଇଛି l ଏହି ଅବସରରେ ଦୀପ୍ତି କନଭେସନ ର ପ୍ରୋପାଇଟର କୃଷ୍ଣ ମୋହନ ମହାନ୍ତି ମଣ୍ଡପ କୁ ଉଦଘାଟନ କରିଥିବା ବେଳେ ସ୍ତାନୀୟ ବିଜେପି ନେତା ରତିକାନ୍ତ ବେହେରା, ସାମ୍ବାଦିକ କମଳ ଲୋଚନ ଦୀକ୍ଷିତି, ତୁଷାର ରଞ୍ଜନ ଦୀକ୍ଷିତି, ପ୍ରମୁଖ ଯୋଗ ଦାନ କରି ଏହି ଅତ୍ୟାଧୁନିକ ମଣ୍ଡପ କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳ ର ଜନ ସାଧାରଣ ମାନେ ବିବାହ,ବ୍ରତ,ନିର୍ବନ୍ଧ ସହ ଅନ୍ୟାନ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦିଆ ଯିବା ଓ ମଣ୍ଡପ ଟି ଲୋକାଦୃତ ହୋଇ ପାରିବ ବୋଲି ମତବ୍ୟକ୍ତ କରି ଥିଲେ l କାକଟପୁର ର ଅଧିଷ୍ଠାତି ଦେବୀ ମା ମଙ୍ଗଳା, ପିର ଜାହାନିଆଁ ପର୍ଯ୍ୟଟନ ବେଳାଭୂମି କୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ମଣ୍ଡପ ରେ ରାତ୍ରୀ ଜାପନ କରିବା ର ବ୍ୟବସ୍ଥା ରହିଅଛି ବୋଲି ମାଲିକ ଶ୍ରୀ କୃଷ୍ଣ ମୋହନ ମହାନ୍ତି ପ୍ରକାଶ କରିଛନ୍ତି l

0
0
0
s2sdefault