ହେଡଲାଇନସ୍:

ଭଦ୍ରକ ଭ୍ରାମ୍ୟମାଣ ଅବକାରୀ ବିଭାଗ କୁ ସଫଳତା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ - ଶନିବାର ସକାଳୁ ସକାଳୁ ବାସୁଦେବପୁର ବ୍ଳକ୍ ରୋଡ଼ ଠାରେ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ନରୋତ୍ତମ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ନଟବର ମଲ୍ଲିକ, ଏ ଏସ ଆଇ ବିଜୟ ମଲିକ, ସୁଭାସିସ ରାଉତ, ବିଭୁ ପ୍ରସାଦ ମଲ୍ଲିକ , ମିଥୁନ ଜେନା, ଅଜୟ ଦାସ ମିଳିତ ଭାବେ ଏକ ମାରୁତି ସୂଜୁକି ୱାଗନର ଗାଡି ରେ ଥିବା 400 ଲିଟର ଦେଶୀ ମହୁଲି ମଦ ଜବତ କରିଛନ୍ତି। ୪୦୦ ଲିଟର ଦେଶୀ ମହୁଲି  ମଦ , ମାରୁତି ସୁଯୁକି ୱାଗନର ଗାଡି ନମ୍ବର OD11H 5834ଜବତ ସହ ଦୁଇ ଜଣ ବ୍ୟକ୍ତି ପ୍ରଦୀପ ପାତ୍ର ମୟୁରଭଞ୍ଜ ଜିଲ୍ଲା, ଅଜୟ କୁମାର ମହାପାତ୍ର ବାଲେଶ୍ଵର ଜିଲ୍ଲା ର ଦୁଇ ଜଣ ଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି।

0
0
0
s2sdefault