ହେଡଲାଇନସ୍:

୫ ଶହ ମହିଳାଙ୍କୁ ୨ କୋଟି ଟଙ୍କା ଠକେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ ମହିଳା ସରପଞ୍ଚ ମାଷ୍ଟର ମାଇଣ୍ଡ, ଦେଢ଼ ବର୍ଷ ପରେ ବି ପୁଲିସ ନେଉନି କାର୍ଯ୍ୟାନୁଷ୍ଠାନ

ସୁନ୍ଦରଗଡ଼ ୨୪/୧୦//୨୫.(ବିଷ୍ଣୁ ଭୋମିକ)ନୂଆଗାଁ ଦୁଇ ହାତିବାରୀ ଥାନ ବନ୍ଦରକେଳା ଗାଁର ଗରିବ ମହିଳା ସୁନିତା ଡୁଙ୍ଗଡୁଙ୍ଗ । ଦିନ ମଜୁରି କଲେ ଘରେ ଚୁଲି ଜଳେ । ପଞ୍ଚାୟତର ପୂର୍ବତନ ସରପଞ୍ଚ ରାନା ଟେଟେ ଚାକରି କରାଇ ଦେବି କହି ତାଙ୍କଠାରୁ ଟଙ୍କା ଠକି ନେଇଛନ୍ତି ।

କହି ଠିକ୍ ସମୟରେ ସୁଝିଲେ ଅଧା ଟଙ୍କା ଦେବାକୁ ପଡ଼ିବ ନାହିଁ I ରଣ ସହିତ ବୀମା ମଧ୍ଯ ମିଳିବ I ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ସରକାର ଦେବେ | ପୂର୍ବତନ ସରପଞ୍ଚ ରାଜା ଏଭଳି ନାନା ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କ ଆଧାର କାର୍ଡ ରେ ଦସ୍ତଖତ ନେଇଥିଲେ । ସୁନିତା ଜାଣିନାହାନ୍ତି ବେଳେ ତାଙ୍କ ନାମରେ କେଉଁ ବ୍ୟାଗରୁ ଜଣ ହେଲା । କାରଣ ସେ ଟଙ୍କାଟିଏ ମଧ୍ୟ ପାଇନାହାନ୍ତି । କିନ୍ତୁ ଯେତେବେଳ ବ୍ଲକ ପକ୍ଷରୁ ତାଙ୍କ ନାମରେ ଆବାସ ଯୋଜନାରେ ଟଙ୍କା ଆସିଲା ଗଣ କିଛି ଟଙ୍କା କଟିଗଲା । ଥରେ କି ଦୁଇ ଥର ନୁହେଁ, ତାଙ୍କ ଆକାରଣକୁ ଆବାସ ଯୋଯନାରେ ଆସିଥିବା ୧ ଲକ୍ଷ ୩୦ ହଜାର ଟଙ୍କା ନଟିଗଲା। ମନରେଗା ଯୋଜନାରେ କାମ କରିଥିବା ୧୫ ହଜାର ଟଙ୍କା, ପିଏମ କିଶାନ୍ ଓ ସିଏମ୍ ଜିଶାନର କିସ୍ତି ଟଙ୍କା ମଧ୍ୟ କଟିଗଲା । ସୁଜାତା ବୁଝିପାରିଲେ ନାହିଁ ସେ ଟଙ୍କା ଯାଉଛି କୁଆଡ଼େ । ଚିକିତ୍ସା ଘର ତିଆରି ସମ୍ପୂର୍ଣ୍ଣ କରିବାକୁ ତାଗିଦ୍ କଲେ। ଶେଷରେ ସୁନୀତା ଜମି ବିବି ଘର ତିଆରି ସମ୍ପୂର୍ଣ୍ଣ କଲେ । କେବଳ ସୁନିତା କୁହନ୍ତି, ସେହି ଗାଁର ଅଞ୍ଜଳି

ଦୁଙ୍ଗଡୁଙ୍ଗ, କରଞ୍ଜିଆର ପ୍ରତିମା ନୁଛୁ, ନାରବଟା ଗାଁର ନିର୍ମିକା କେରକେଟାଙ୍କ ଏପରି ଅନେକ ମହିଳାଙ୍କ ଅଜାଣତରେ ତାଙ୍କ ନାମରେ ବ୍ୟକ୍ତିଗତ ଋଣ ଗ୍ରୁପରଣ କରାଯାଇ ତାଙ୍କଠାରୁ ରଣ ପରିଶୋଧ ପାଇଁ ଚାପ ପଡୁଛି । ତାଙ୍କର ବ୍ୟକ୍ତିଗତ ଆକାରଣ ସହ ଜଣ ଆକାଉଣ୍ଟ ସହିତ ଲିଙ୍କ କରି ଆକାରଣରୁ ଟଙ୍କା କଟିଯାଉଛି। ରଣ ନେଇରେ ପଡ଼ି ଏକ

ପ୍ରକାର ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ମାତିବାନା ଥାନା ଅଞ୍ଚଳର ପାହାପାଖୁ ୫ ଶହ ମହିଁଳା ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। ରଣ ନନେଇ ଗଣ କନ୍ତାରେ ପଡ଼ି ଏମାନେ ଛଟପଟ ହେଉଛନ୍ତି । ପ୍ରତିଦିନ ବ୍ୟାଙ୍କ ଲୋଡ ଘରକୁ ଆସି ଗଣ ପରିଶୋଧ କରିବା ପାଇଁ ଚାପ ଦେଉଛନ୍ତି । ଅନ୍ୟ ପଟେ ଠକେଇ କରିଥିବା ପୂର୍ବତନ ସରପଞ୍ଚ ରୀନା ଟେଟେ ୬ କୋଟିରୁ ଊଦ୍ଧ ଟଙ୍କା ଠକେଇ କରି ନି ‌ରେ ଅଛନ୍ତି । ୨୦୨୪ ଏପ୍ରିଲ ମାସରୁ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି।

ମାମଲା ଗୁଳ୍ମ ହୋଇଛି । କିନ୍ତୁ ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ତେଣୁ ଆଜି ୨ ଶହରୁ ଅଧୂନ ମହିଳା ସୁନ୍ଦରଗଡ଼ ଏସପି କାର୍ଯ୍ୟାଳରେ ଆସି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I ସେମାନେ ଅଭିଯୋଗ କରିଛନ୍ତି ଯେ ଲୀନା ଟେଟେ ହାରିବାରୀ ଛଳରେ ରକ୍ତ ପରୀକ୍ଷା କେନ୍ଦ୍ର ଖୋଲି ସେଠାରେ କିଛି ଝିଅଙ୍କୁ ରଖୁ ଏଜେଣ୍ଟ ଭଳି କାମ କରାଉଛି । ସେହି ଝିଅମାନେ ଗଣ କରାଇ ଦେବୁ ଜଳି ମହିଳାମାନଙ୍କ ଆଧାର କାର୍ଟର ଜେରକୁ କପି ନେଜ ବ୍ୟାଙ୍କରୁ ଋଣ ଉଠାଇ ନିଜେ ଛଡ଼ପ କରୁଛନ୍ତି । ସିମହେସାର ଭାଇଡ ଫାଇନାନ୍ସ, ଇଣ୍ଡସର ବ୍ୟାଙ୍କ, ଉଦ୍ଭାବନ ସ୍ତର ଫାଇନାନ୍ସ, ଆଉ ବି ଏଇ ବ୍ୟାଙ୍କରୁ ଏହି ମହିଳା ମାନଙ୍କ ନାମରେ ୫୦ ହଜାର ଟଙ୍କାରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଗଣ ଓ ଗୋଷ୍ଠୀ ଗଣ ୨ ଜୋଟିରୁ ଅଧ‌ିକ ହଡ଼ପ ନରାଯାଇଛି । ଗାନା ଟେଟେଙ୍କସହ କେତେକ ଅସାଧୁ ବ୍ୟାଙ୍କ କର୍ମଚାରୀ ମଧ୍ୟ ଏହି ଠକାମୀ ସାମିଲ ଦେ ବୋଲି ଏହି ମହିଳାମାନେ ଅଭିଯୋଗ କରିଛନ୍ତି। ଆଜି ଏସପି କାର୍ଯ୍ୟାଳଗରେ କିଏସପି ଅମୃତା ନନ୍ଦିନୀ ମହାନ୍ତିଙ୍କୁ ସେମାନେ ପୂର୍ବର ଏତଲା କପି ଓ ବାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ପ୍ରାନୀୟ ଅଞ୍ଚଳର ସାମ ଜିଜ ଜମା ସୁଶୀଳ ସୁରିନଙ୍କ ନେତୃତ୍ବରେ ଆସି ବାବିପତ୍ର ଦେଇଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଦେଢ଼ ବର୍ଷ ତଳୁ ମାମଳା ରୂପ‌ ମୈଥିଲେ ମଧ୍ୟ ପୂରିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆଜିଯାଏ କରୁଛି କ'ଣ ?

0
0
0
s2sdefault