ପଦ୍ମପୁର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର - ସ୍ଥାନୀୟ ରକ୍ତ ଭଣ୍ଡାର ରେ ରାଜ ବୋଡାସମ୍ବର ମେଡିକାଲ ହଲ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର କୁ ପୱନ ଅଗ୍ରୱାଲ ଉଦଘାଟନ କରିଥିଲେ l ଏହି ଶିବିର ରୁ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲl l ହିମାଂଶୁ ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ, ରମଣ ଅଗ୍ରୱାଲ ଓ ଅମିତ୍ ଅଗ୍ରୱାଲ ପରିଚାଳନା ରେ ସହଯୋଗ କରିଥିଲେ l ପଦ୍ମପୁର ରକ୍ତ ଭଣ୍ଡାର ର ସଂଗ୍ରାମ କେଶରୀ ମହନ୍ତ, ସୁମିତ କୁମାର ସିହ୍ନା, ନୀତେଶ ପ ଧା ନ ଓ ଜିତେନ୍ଦ୍ର ଗୁର୍ଲା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l

0
0
0
s2sdefault