ହେଡଲାଇନସ୍:

ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଖୋର୍ଦ୍ଧା ରେଳମଣ୍ଡଳ ଅଧିକାରୀ ଙ୍କ ନିଯୁକ୍ତି ଅନୁଯାୟୀ ବ୍ରହ୍ମପୁର ରେଳଷ୍ଟେସନ ପରାମର୍ଶ ଦାତା କମିଟି ଗଠନ ହୋଇଛି ଓ ଉକ୍ତ କମିଟି ଏକ ବର୍ଷ କାର୍ଯ୍ୟ କରିବ ବୋଲି ନିଯୁକ୍ତି ପତ୍ର ରୁ ସୁଚନା ମିଳିଛି। କମିଟି ସଦସ୍ୟ ଯଥା ଆଇନଜୀବି ଶିବ ପ୍ରସାଦ ମିଶ୍ର,ପ୍ରଣବ କୁମାର ପଣ୍ଡା,ପୌର ନିଗମ ସଦସ୍ୟ ସମୀର କୁମାର ମିଶ୍ର ଓ ବନିତା ସାହୁ, ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା, ଶିକ୍ଷାବିତ ତଥା ସମାଜସେବୀ ତ୍ରିନାଥ ମହାରଣା ଓ ଇ ତେଜେଶ୍ଵର ରାଓ, ପରିବେଶବିତ୍ ପ୍ରସନ୍ନ କୁମାର ମହାପାତ୍ର ଓ ବିଶିଷ୍ଟ ବ୍ୟବସାୟୀ ଗୁରୁ ଚରଣ ପ୍ରମୁଖ ନିଯୁକ୍ତି ପାଇଛନ୍ତି। ରେଳଷ୍ଟେସନ ର ଉନ୍ନତି ଓ ଯାତ୍ରୀ ମାନଙ୍କ ସୁବିଧା ସହଯୋଗ ନିମନ୍ତେ ଉକ୍ତ କମିଟି କାର୍ଯ୍ୟ କରିବ ବୋଲି ଜଣାପଡିଛି।

0
0
0
s2sdefault