ହେଡଲାଇନସ୍:

ସମୂଦ୍ର କୂଳ ଲଂଘିଲା, ରାମତରାବାସୀ ଭୟଭୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) :ଏରସମା ବ୍ଲକ୍ ଅନ୍ତର୍ଗତ ରାମତରା ସମୁଦ୍ର ବେଳାଭୂମିର, ଉତ୍ତରପଡା ପଦ୍ମପୁର ଘେରି ନିକଟରେ ଘାଇ ସୃଷ୍ଟି ହୋଇ, ସମୁଦ୍ର ଜୁଆର କ୍ରମଶଃ ଜନବସତି ଆଡ଼କୁ ମୁହାଁଉଛି । ଯେଉଁଥି ପାଇଁ ରାମତରା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତ କିଛି ଦିନ ତଳେ ଶିଆଳି ଠାରେ ସମୁଦ୍ର କୂଳ ଲଂଘନ କରି ପଦ୍ମପୁର ପଞ୍ଚାୟତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ, ଶିଆଳି ପରେ ରାମତରା ବେଳାଭୂମିରେ ସମୂଦ୍ର କୂଳ ଲଂଘିଛି ।

0
0
0
s2sdefault