ହେଡଲାଇନସ୍:

ପଡା ଛକ ଠାରେ ଦୁର୍ଘଟଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ପଡ଼ା ଛକ ନିକଟରେ ଭୟଙ୍କର ଦୁର୍ଘଟଣା ରାସ୍ତା କଡ ରେ ଛିଡ଼ା ହେଇଥିବା ଟ୍ରକ କୁ ପିଟିଲା ବାଇକ୍ ଜଣକୁ ଗୁରୁତର ଅବସ୍ଥାରେ ପ୍ରଥମେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି l ଗୁରୁତର ହୋଇଥିବା ବ୍ୟକ୍ତି ଜଣ ଙ୍କ ନାମ ରାକେଶ ପଧାନ ସେ ପଡ଼ା ଗ୍ରାମ ର ପ୍ରଶାନ୍ତ ପଧାନଙ୍କ ପୁଅ ବୋଲି ଜଣା ପଡିଛି l  ମିଳିଥିବା ସୂଚନା ମୁତାବକ  OD15Y1022 ନମ୍ବର ବିଶିଷ୍ଟ ଗୋଟେ ଟ୍ରକ ରାସ୍ତା କଡ଼ ରେ ରଖାଯାଇଥିଲା l ପଡ଼ା ଗ୍ରାମ ରାକେଶ ପଧାନ ସେହି ରାସ୍ତା ଦେଇ ଆସୁଥିବା ବେଳେ ଟ୍ରକ ସହ ଧକ୍କା ହୋଇଯାଇଥିଲା l ବିଜେପୁର ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ବିଜେପୁର ହସ୍ପିଟାଲ  ରେ ଭର୍ତ୍ତି କରିଥିଲେ l ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବରଗଡ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି l

0
0
0
s2sdefault