ବିଜେପୁର /ସୁଶାନ୍ତ ସାହୁ ସେବା ଭାରତୀ ବରଗଡ଼ ଜିଲ୍ଲା ଦ୍ଵାରା ପରିଚାଳିତ ସତସଙ୍ଗ ମାନଙ୍କ ମଧରେ ଶ୍ରୀରାମ ସତସଙ୍ଗ, ଝଙ୍କାର ଶ୍ରୀଗୀଡ଼ା ଅନ୍ୟତମ। ପବିତ୍ର ମାଘ ପୁର୍ଣିମା ଓ କୁମ୍ବ ସଂକ୍ରାନ୍ତି ଦିନ ତାଙ୍କର ସତସଙ୍ଗ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ପ୍ରଭାତ ୫. ୩0 ରେ ପ୍ରଭାତ ଫେରି ପୂର୍ବାହ୍ନ ୯ ଟାରେ କଳସ ଯାତ୍ରା,ପୂଜା ପାଠ ଓ ଭାଗବତ ପାଠ କରିଥିଲେ ମାନନୀୟ ଶ୍ରୀଯୁକ୍ତ ପରମାନନ୍ଦ ସାହୁ , ୧୧. ୪୫ ର ସଭାକାର୍ଯ୍ୟ ରେ ସଭାପତିତ୍ବ କରିଥିଲେ ସୁଶ୍ରୀ ଉର୍ମିଳା ବିଶ୍ୱାଳ,ପଂଚାୟତ ମହାବିଦ୍ୟାଳୟ, ତାଳପଦର ର ଇତିହାସ ବିଭାଗର ମୁଖ୍ୟ ମୁଖ୍ୟ ଅତିଥି ରୂପରେ ମାନନୀୟ ଶ୍ରୀଯୁକ୍ତ ଧନପତି ଦେବତା, ଅବସରପ୍ରାପ୍ତ ଶିକ୍ଷକ ସମ୍ବାନୀତ ଅତିଥି ଶ୍ରୀଯୁକ୍ତ ଖିରୋଦ୍ର ସାହୁ ଓ ସଂକୃତ ଅଧ୍ୟାପକ ଶ୍ରୀଯୁକ୍ତ ଉପେନ୍ଦ୍ର ସାହୁ ଓ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ହୃଷିକେଶ ନାଗ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମାନନୀୟ ଶ୍ରୀଯୁକ୍ତ ହୃଦାନନ୍ଦ ସାହୁ।୨ଟା ପ୍ରସାଦ ସେବନ, ୩ଟା ଭଜନ କାର୍ଯ୍ୟକ୍ରମ ୪ଟା ଗ୍ରାମ ପରିକ୍ରମା, ରାତ୍ରୀ ୭ ଟା ପ୍ରବଚନ କରିଥିଲେ ମାନନୀୟ ଶ୍ରୀ ବାଲ ହଂସରାଜ। ରାତ୍ର ରେ ଗ୍ରାମ ର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ l
ରାଜ୍ୟ
ଝାଙ୍କର ଶ୍ରୀଗୀଡା ଠାରେ ଶ୍ରୀରାମ ସଦସଙ୍ଗ
- Hits: 17