ହେଡଲାଇନସ୍:

ମୁଁ ଝିଅଟିଏ , ନୂତନ ସୃଜନର ଆଧାର :ବାଲ ମୁକୁନ୍ଦ କେନ୍ଦ୍ର ତରଫ ରୁ ଅନ୍ତଃରାଷ୍ଟ୍ରୀୟ କନ୍ୟା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣପାଣିଗ୍ରାହୀ : ଅନ୍ତଃରାଷ୍ଟ୍ରୀୟ କନ୍ୟା ଦିବସ ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନ କରିଥିବା ଗୁମ୍ମା ବ୍ଲକ , ଯୋଗିପଡୁ ଗ୍ରାମର ପ୍ରାଥମିକ ବାଲ ସଂସ୍କାର କେନ୍ଦ୍ର ଠାରେ 'ମୁଁ ଝିଅଟି ' କାର୍ଯକ୍ରମ ଭେଙ୍କଟ ରାଓ ଶବର ଦ୍ଵାରା ପରିଚାଳିତ ହୋଇଥିଲା। ସେଠାରୁ ଜୀବା ଗ୍ରାମରେ ନିଲାପୁ ହରିଶ୍ ଦ୍ଵାରା 'କନ୍ୟା ପୂଜନ' କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିବା ସହ ବାଲ ରାଧା ରାଣୀଙ୍କ ସ୍ମୃତିଚାରଣ କରି କନ୍ୟା ପୂଜନ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ।

0
0
0
s2sdefault