ହେଡଲାଇନସ୍:

ବିଜେପି ର କୋରାପୁଟ ଲୋକସଭା ପାର୍ଥୀ କାଳୀରାମ ମାଝୀ ଙ୍କ ନାମାଙ୍କନପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ :-ବିଜେପି ର କୋରାପୁଟ ଲୋକସଭା ପାର୍ଥି କାଳୀରାମ ମାଝୀ କୋରାପୁଟ ଜିଲ୍ଲାପାଳ ଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି l ଗୁଣ୍ଡିଚା ମନ୍ଦିର ଛକ ଠାରୁ ବାହାରି ହଜାର ହଜାର କର୍ମୀ ସମର୍ଥ ଗ୍ରହଣ ରେ ପାରମ୍ପାରିକ ନାଚଗୀତ ସହ ନିଜର ନାମାଙ୍କନପତ୍ର କୋରାପୁଟ ଜିଲ୍ଲାପାଳ ଙ୍କ ପାଖରେ ଦାଖଲ କରିଛନ୍ତି l ଚାଳିତ ନିର୍ବାଚନରେ ମୋଦିଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ପାଇ ଲୋକେ ଅନେକ ଉପକୃତ ହୋଇଛନ୍ତି l ଏହି ଅବସରରେ ହଜାର ହଜାର ଲୋକ ଉପସ୍ଥିତି ହଇଥିଲେ l ଏହି କାର୍ୟ୍ଯକମ ରେ ବିଜେପି ର ଆନେକ ବରିଷ୍ଟ ନେତା ଓ ସମର୍ଥକମାେନ ଯୋଗ ଦେଇଥିଲେ l

0
0
0
s2sdefault