ହେଡଲାଇନସ୍:

ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଫାଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଷମ କଟକ: ରାୟଗଡା ଜିଲ୍ଲାର ବିଷମ କଟକ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଅନ୍ତର ଦଳୀୟ ବିରାଟ ଫାଟ l ଏହା ଟିକେଟ ବଣ୍ଟାକୁ ନେଇ ଏପରି ଫାଟ ସୃଷ୍ଟି ହୋଇଛି l ଦୀର୍ଘ ଦିନର ସଂଗଠକକୁ ବାଦ ଦେଇ ଅନ୍ୟ ଜଣକୁ ଟିକେଟ ଦେବାରେ ଦଳୀୟ ଲୋକ ଅସନ୍ତୁଷ୍ଟ ଅଛନ୍ତି l ଏଣୁ 4 ଗୋଟି ବ୍ଲକର ଦଳୀୟ କର୍ମୀ ମାନେ ଏକତ୍ରିତ ହୋଇ ଶିକାରପାଇ ଠାରେ ଏହି କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା l ଟିକେଟ ବଣ୍ଟନ କ୍ଷେତ୍ରରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାକୁ ଘୋର ବିରୋଧ କରୁଛନ୍ତି l ଏହି ଟିକେଟ ବଣ୍ଟନରେ ମୁଖ୍ୟ ଦାୟିତ୍ୱ ସାଂସଦ ସପ୍ତଗିରି ନିଭେଇ ଥିଲେ ବୋଲି ନିର୍ବାଚନ ମଣ୍ଡଳୀ ବାସୀ ଅଭିଯୋଗ କରୁଛନ୍ତି l 4 ଗୋଟି ବ୍ଲକର ଅସନ୍ତୁଷ୍ଟ କର୍ମୀ କଂଗ୍ରେସ ଦଳରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବା ପାଇଁ ସ୍ଥିର କରିଅଛନ୍ତି

0
0
0
s2sdefault