ହେଡଲାଇନସ୍:

ସୁଶାନ୍ତ ମିଶ୍ରଙ୍କ ବିଜେପିରୁ ଇସ୍ତଫା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ତଥା ଭଟଲି ନିର୍ବାଚନ ମଣ୍ଡଳୀ ମଣ୍ଡଳୀ ବିଧାନସଭା ଆଶାୟୀ ପ୍ରାର୍ଥୀ ଥିବା ସୁଶାନ୍ତ ମିଶ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ କ୍ରମାଗତ ଭାବରେ ଅଣଦେଖା କରିଥିବା ସେ ପ୍ରକାଶ କରିଛନ୍ତି। ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଏନେଇ ସେ ଜିଲ୍ଲା ସଭାପତି ତଥା ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ଜରିଆରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସେ ଆଗାମୀ ପଦକ୍ଷେପ କଣ ନେବେ ସେନେଇ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଜେଡିରେ ଯୋଗଦାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

0
0
0
s2sdefault