ଦଳମତ ନିର୍ବିଶେଷରେ ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ। ରାଜ୍ୟପାଳଙ୍କୁ ଅସମ୍ମାନ ଅର୍ଥ ରାଜ୍ୟକୁ ଅସମ୍ମାନ । ମାନନୀୟ ରାଜ୍ୟପାଳ ମହୋଦୟ ଯେତେବେଳେ ଠିଆ ହୋଇ ପୁରସ୍କାର ଦେଉଛନ୍ତି, ସେଠି ଜ୍ଞାନୀ ବିଦ୍ୱାନ ସାଂସଦ ତଥା ରାଜ୍ୟର ପ୍ରମୁଖ ଖବର କାଗଜର ସମ୍ପାଦକ ମାନ୍ୟବର ତଥାଗତ ଶତପଥୀ ମହୋଦୟ ଏଭଳି ବସି ରହିବା କି ପ୍ରକାର ସମ୍ମାନ ! ସାର ଯେତେବେଳେ ବିଜ୍ଞ ବ୍ୟକ୍ତି ସେ ନିଶ୍ଚୟ ଜାଣିଥିବେ । ଆମ ଅଜ୍ଞାନ ଆଖିକୁ ଟିକେ ଖଟକା ଲାଗିଲା ତ, ଲେଖିଦେଲୁ । ଦେହକୁ ନେବେ ନାହିଁ !
ରାଜ୍ୟ
ଇଏ କି ପ୍ରକାର ସମ୍ମାନ, ସାର ଜାଣିଥିବେ
- Hits: 558