ହେଡଲାଇନସ୍:

ଗାଙ୍ଗପୁର ପୋଲିସ୍ ର ଅବକାରୀ ଚଢ଼ାଉ ; ୧୫୦ ଲିଟର୍ ପୋଚ ନଷ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ପୋଲିସ୍ ଏକ ବେଆଇନ୍ ଦେଶୀମଦ ଭାଟିରେ ଚଢ଼ାଉ କରି ସେଠାରେ ଥିବା ବିପୁଳ ପରିମାଣର ପୋଚ ନଷ୍ଟ କରିଛି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ନିକଟସ୍ଥ ମକରାପଲ୍ଲୀ ଘାଇ ଅଞ୍ଚଳରେ ଗାଙ୍ଗପୁର ପୋଲିସ୍ ଅବକାରୀ ଚଢ଼ାଉ କରିଥିଲା I ଚଢାଉ ସମୟରେ ସେଠାରେ କୌଣସି ବ୍ୟକ୍ତି ନଥିବା ବେଳେ ସେଠାରେ ମଦ ପ୍ରସ୍ତୁତ ପାଇଁ ରଖାଯାଇଥିବା ୧୫୦ ଲିଟର୍ ପୋଚକୂ ପୋଲିସ୍ ନଷ୍ଟ କରିଦେଇଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I

0
0
0
s2sdefault