ହେଡଲାଇନସ୍:

ଅଜିତ କୁମାର ବେହେରା ପାଇଲେ ଓଡ଼ିଆ ସାହିତ୍ୟ ରତ୍ନ ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା କଶ୍ରୁପଡା ମହାବିଦ୍ୟାଳୟରେ ଉଦଯାପିତ l ଓଡ଼ିଆ ଭାଷା ସମ୍ବିଳନୀରେ ବିଶିଷ୍ଟ ସାହିତ୍ୟିକ ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ରତ୍ନ ସମ୍ମାନ ପ୍ରଦାନ କରାଯାଇଛି l ପଶ୍ଚିମ ଓଡିଶା ବିକାଶ ପରିଷଦର ବେଶେସଂଜ୍ଞ ସଦସ୍ୟ ଅଭିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନପତ୍ର ଟ୍ରଫି ଓ ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ l ଡକ୍ଟର ବେହେରା ନିକଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସମ୍ବର୍ଦ୍ଧନା ଉତ୍ସବରେ ମର୍ଯ୍ୟାଦାଜନକ ଡି. ଲେଟ ଡିଗ୍ରୀ ମହା ମହିମା ରାଜ୍ୟପାଳ ପ୍ରଫେସ ଗଣେଶ ଲାଲଙ୍କ ଠାରୁ ଗ୍ରହଣ କରିଥିଲେ l ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଜୁନିୟର ରିସର୍ଚ୍ଚ ଫେଲୋସିପ, କେନ୍ଦ୍ର ଯୁବ ବ୍ୟପାର ମନ୍ତ୍ରଣlଲୟରୁ କଳାହାଣ୍ଡି ଯୁବ ପୁରସ୍କାର ଭକ୍ତକବି ଗୋପାଳ କୃଷ୍ଣ ସମ୍ମାନ, ଅ ପ୍ରତିଭା ସମ୍ମାନ ସରସ୍ବତୀ ସମ୍ମାନ, ହରଗୌରି ସାହିତ୍ୟ ସମ୍ମାନ, ମୁନିଗୁଡା ସାହିତ୍ୟ ସମ୍ମାନ, କନ୍ଦାନ ଭାଷା ଗୌରବ ସମ୍ମାନ ରାଜ୍ୟ ଜନଜାତି ଗବେଷକ ସମ୍ମାନ, ଭଳି ବହୁ ରାଜ୍ୟ ଓ ଜାତୀୟ ସ୍ତରୀୟ ସମ୍ମାନ ଲାଭ କରି ଉଚ୍ଚ ପ୍ରଶଂଶୀତ ହୋଇଛନ୍ତି

0
0
0
s2sdefault