ହେଡଲାଇନସ୍:

ନୂଆ – ଓ କାର୍ଯ୍ୟକ୍ରମ : ତୃତୀୟ ଦିବସରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ରେ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଆଜି ଗୀତଗାନ ଓ ଭଜନ ପ୍ରତିଯୋଗିତା ନୃତ୍ୟଗୁରୁ ତଥା ସଙ୍ଗୀତଜ୍ଞ ଶ୍ରୀ ସୁରେନ୍ଦ୍ର ସାହୁ ଓ ଶ୍ରୀ ଦୀନବନ୍ଧୁ ବାରିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡ ଚନ୍ଦ୍ରିକା ଭୋଇ ପରିଚାଳନା କରିଥିବାବେଳେ ଶ୍ରୀମତୀ କୁନ୍ତଳା ସାହୁ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ଶ୍ରୀମତୀ ମଧୁମିତା ପ୍ରଧାନ ଓ ଶ୍ରୀ ରବି ଅମରୀ ସହାୟତା କରିଥିଲେ । ଶେଷରେ ସୁଶ୍ରୀ ସଂଗୀତା ଗୌନ୍ତଆ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault