ହେଡଲାଇନସ୍:

ମୁର୍ହାପାଲି ବୁଢ଼ାଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁର୍ହାପାଲି ଠାରେ ବୁଢ଼ାଦେଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ବୁଢ଼ାଦେଓ କ୍ଲବ ଆନୁକୂଲ୍ଯରେ ଦୁଇ ଦିନ ଧରି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳ କୁ ପୁରସ୍କାର ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ପୁରେନା ସମିତି ପ୍ରତିନିଧି ବିରେନ୍ଦ୍ର ଧରୁଆ, ଲଖମରା ପଞ୍ଚାୟତ ସଭାପତି ଅମରେଶ ଭୋଇ ଯୋଗଦେଇଥିଲେ l ଫାଇନାଲ ମ୍ୟାଚ ରେ ଡଙ୍ଗାଘାଟ ଦଳ କୁଟେଲା ଦଳ କୁ ୧-୦ ରେ ହରାଇ ବିଜୟୀ ହୋଇଥିଲା l ବୁଲୁ, ବିଜୟ, ନର, ଦିଲେଶ, ରୁକ୍ମଣ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ କମଳ କ୍ଲବ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ l

0
0
0
s2sdefault