ଜମନକିରା ୨୭/୨୩ : ଜମନକିରା ବ୍ଲକ ଅଞ୍ଚଳରେ ଭୋଜପୁର ଛକ ଏକ ମୁଖ୍ୟ ସ୍ଥଳ ରହିଥିବା ବେଳେ ସମ୍ବଲପୁର, ଦେବଗଡ଼ ଓ କୁଚିଣ୍ଡା କୁ ରାସ୍ତା ସଂଯୋଗ କରିଛି l ଏବେ ଭୋଜପୁର ଅଞ୍ଚଳରେ ଦୋକାନ ବଜାର ବଢିବା ସହ ଜନଗହଳି ଦୁ ଦୁ ହୋଇ ବଢିଚାଲିଥିବା ବେଳେ ଦୈନନ୍ଦିନ ଏଠାକୁ ମେଡିକାଲ, କଲେଜ, ସ୍କୁଲ, ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟରେ ଲୋକେ ଆସିଥାନ୍ତି l ପ୍ରତ୍ୟୋକ ସମୟରେ ଏହି ରାସ୍ତା ଦେଇ ଅନେକ ଜାନ ବାହାନ ଗତି କରୁଥିବା ବେଳେ ଟ୍ରାଫିକ ସମସ୍ୟା ବଢିବାକୁ ଲାଗିଛି l ସନ୍ଧ୍ୟା ପାଇଲେ ଗାଡି ମୋଟର ଜୋର ରେ ଚାଲୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଦିଖିବାକୁ ମିଲୁଛି l ତାହା ଯୋଗୁଁ ତୁରନ୍ତ ଏଠି ଟ୍ରାଫିକ ବ୍ୟବସ୍ଥା ପାଇ ଜନସାଧାରଣ ରେ ଦାବୀ ହେଉଛି l
ରାଜ୍ୟ
ଭୋଜପୁର ରେ ଟ୍ରାଫିକ ସମସ୍ୟା
- Hits: 229








