ହେଡଲାଇନସ୍:

ମା ଲଷ୍ମୀ ପୂଜା କମିଟି, ନୂଆପାଟଣା ରେ ମା ଲକ୍ଷ୍ମୀ ପୂଜା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର,ତା-/ସୁମନ୍ତ କୁମାର ଦାସ: ଜଗତସିଂହପୁର ଆନୁକୂଲ୍ୟରେ, ମା ଲଷ୍ମୀଙ୍କ ପୂଜା ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଦ୍ୱିତୀୟ ବର୍ଷ ନୂଆପାଟଣା ଗାଁ ମହୋତ୍ସବ ୨୦୨୩/୨୪ ଆୟୋଜନ କରି ନିକଟସ୍ଥ ଗ୍ରାମ ବାସିନ୍ଧାଙ୍କର ପ୍ରଶଂସା ସାଉଁଟିବା ସହିତ ୭ ଦିନ ଧରି ମହୋତ୍ସବରେ ଅନେକ ସଂସ୍କୃତିକ କାଯ୍ୟକ୍ରମମାନ କରାଯିବ ବୋଲି ନିଷ୍ପତି ନିଆଯାଇଛି l ପ୍ରଥମକରି ଲଷ୍ମୀ ନାରାୟଣ ଙ୍କର ଚାନ୍ଦି ମୁକୁଟ ମଧ୍ୟ ଅନୁଷ୍ଠାନ ତରଫରୁ ପ୍ରସ୍ତୁତ କରାଯାଇ ପରିଧାନ କରାଯାଇଛି. ଏଥିପାଇଁ ଗ୍ରାମବାସୀ ମାନେ ବହୁତ ଆନନ୍ଦ ଓ ଉଲ୍ଲାସରେ ମହୋତ୍ସବକୁ ପାଳନ କରୁଛନ୍ତି. ତା - ୨୨ ଡ଼ିସେମ୍ବର ରୁ ୨୪ ଡ଼ିସେମ୍ବର ପର୍ଯ୍ୟନ୍ତ ଚକଲେଟ ରଙ୍ଗମଞ୍ଚ ଦ୍ୱାରା ଯାତ୍ରା ପରିବେଷଣ ଓ ୨୫/୨୬ ଡ଼ିସେମ୍ବର ରେ ମେଲୋଡି କାଯ୍ୟକ୍ରମ ସହ ୨୭ ଡ଼ିସେମ୍ବର ମାଙ୍କ ଭଷାଣ ଯାତ୍ରା ଅନୁଷ୍ଠିତ ହେବ l ଅନୁଷ୍ଠାନ ତରଫରୁ ସଭାପତି ଓ ସମ୍ପାଦକ ବହୁ ମାତ୍ରରେ ଲୋକମାନଙ୍କର ଆଗମନ ଓ ମା'ଙ୍କ କୃପା ଲାଭ କରି ମହୋତ୍ସବକୁ ସଫଳ କରନ୍ତୁ ଆଶାବ୍ୟକ୍ତ କରିଛନ୍ତି l

0
0
0
s2sdefault