ହେଡଲାଇନସ୍:

ବର୍ଷା ଆଶା ମଉଳିଲା, ମରୁଡି  ଆଶଙ୍କା :ଜମନକିରା ସ୍ଥିତି ସଂଗୀନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା, ବାମରା ଓ ରେଙ୍ଗାଲି  ବି ଚିନ୍ତାଜନକ 

ଜମନକିରା(ଶାସକ ପ୍ରଶାସକ) ସମ୍ବଲପୁର ଜମନକିରା ରେ ଚଳିତ ବର୍ଷା ରାଜ୍ୟରେ ଭଲ ବର୍ଷା ସର୍ତ୍ତେ ସମ୍ବଲପୁର ଜିଲ୍ଲା ର ଅଣଜଳସେଚିତ ଅଞ୍ଚଳ ବିଶେଷ କରି କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ରେ ସ୍ଵଭାବିକ ଠାରୁ କମ ବର୍ଷା ହୋଇଛି, ତେଣୁ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି l ଜମନକିରା ଠାରେ ମଧ୍ୟ୍ୟ ବର୍ଷା ଅଭାବରୁ 30ରୁ 40 ଭାଗ ଫସଲ ନଷ୍ଟ ଆଶଙ୍କା ରହିଥିବା କୁହାଯାଉଛି l ମରୁଡି ଯୋଗୁଁ ପାଣିପାଇଁ ଦାବି କରିଛନ୍ତି l ସମ୍ବଲପୁର ଜିଲ୍ଲା ମରୁଡ଼ି ସ୍ଥିତିରେ ଜିଲ୍ଲାପାଳ ଙ୍କ ଅଧ୍ୟକତାରେ ଡ଼ିଡ଼ିଏ ଏବଂ ସମ୍ବଲପୁର ଉପଜିଲାପାଳ ପ୍ରଦୀପ ସାହୁ ଙ୍କ ଆଲୋଚନା ହୋଇଛି ଅଣଜସେଚିତ ଅଂଚଳ ପାଣି ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଙ୍କ ପକ୍ଷରୁ ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଥିବା ପ୍ରଶାସନ କହିଛି 

0
0
0
s2sdefault