ହେଡଲାଇନସ୍:

କୁଚିଣ୍ଡା ତାଲୁକ  ଆଇନ ସହାୟତା କମିଟି ତରଫରୁ ମାନସିକ ସ୍ୱାସ୍ଥ୍ୟ ଦିବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା/ ଶାନ୍ତନୁ ବେହେରା : କୁଚିଣ୍ଡା ତାଲୁକ  ଆଇନ ସହାୟତା କମିଟି ତରଫରୁ ମାନସିକ ସ୍ୱାସ୍ଥ୍ୟ ଦିବସ  ପାଳନ କୁଚିଣ୍ଡା ଡାକ୍ତର ଖାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଦିବସ ଅବସରରେ ରୋଗୀମାନଙ୍କୁ କମିଟି ତରଫରୁ ଫଳ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ତାଳୁକ ସହାୟତା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ମିନତୀ କୁମାରୀ ପଣ୍ଡା ଓ ସବଜଜ ମୁକ୍ତିରଞ୍ଜନ ଶତପଥୀ ,ଏସ ଡି ଜେ ଏ ମ ପି ସୁଜାତା ,ଏସ ଡି ପି ଓ କୁଚିଣ୍ଡା,ଏସ ଡି ମ ଓ କୁଚିଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ `

0
0
0
s2sdefault