ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ -୨୦୨୩ ସ୍ମରଣିକା କମିଟିର ଅଧ୍ୟକ୍ଷ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ପ୍ରାପ୍ୟ ସମସ୍ତ ଉପାଦେୟ ଲେଖା ଗୁଡ଼ିକର ଚୁଡ଼ାନ୍ତ ଚୟନ ପ୍ରକ୍ରିୟା କରାଯାଇଥିଲା।
ସୂଚନା ଓ ଲୋସଂପର୍କ ଅଧିକାରୀ ପ୍ରଦୀପ ଗୁରୁମାଇ , ଡ.କଲ୍ୟାଣୀ ମିଶ୍ର , ଡ.ଭାରତୀ ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ଜେନା , ବିଚିତ୍ରାନନ୍ଦ ବେବର୍ତ୍ତା , ଲୋକନାଥ ପଣ୍ଡା , ଆଶାଲତା ପାଣିଗ୍ରାହୀ , ଡ.ଅଜୟ ତ୍ରିପାଠୀ ଏବଂ ଡ. ଚନ୍ଦ୍ରଶେଖର ଦାସ ପ୍ରଭୃତି ଉପସ୍ଥିତ ରହି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଲେଖା ଗୁଡ଼ିକ ପର୍ଯ୍ୟାୟ କ୍ରମେ ସଜଡା ଯାଇ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା।
ରାଜ୍ୟ
ଗଜପତି ଉତ୍ସବ -୨୦୨୩ ସ୍ମରଣିକା କମିଟିର ବୈଠକ
- Hits: 238








