ପୁରୀ :ଅନେକଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ| ସରକାର, ପୁରୀ ଶ୍ରୀମନ୍ଦିର ପ୍ରଶାସନ ସମେତ ସମୁଦାୟ ଶାସନ ତନ୍ତ୍ର ବିରୋଧରେ ପ୍ରକାର କରିଛନ୍ତି କ୍ଷୋଭ | ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମ୍ପର୍କରେ ମୋ ସହ ଗୁପ୍ତ ବା ପ୍ରକଟରେ କୌଣସି ଆଲୋଚନା କରି ନାହାନ୍ତି ସରକାର | ଶାସନତନ୍ତ୍ର ମୋ ଠାରୁ ଦୂରତା ରକ୍ଷା କରୁଛନ୍ତି , କିଛି ଜଣାଉନାହାନ୍ତି | ମୁ ମାଉ ବା ଖାଉ ହୋଇଥିଲେ ମୋ ସହ ସମ୍ପର୍କ ରଖିଥାନ୍ତେ | ମୁ ତ ମାଉ ନୁହଁ କି ଖାଉ ନୁହଁ | କୌଣସି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଉଲ୍ଲଙ୍ଘନ କରାଯାଉଛି " " ବୋଲି କହିଛନ୍ତି ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ
ଶୁଣନ୍ତୁ ,ଶଙ୍କରାଚାର୍ଯ୍ୟ ଆଉ କଣ କହିଲେ ......
ରାଜ୍ୟ
ବିଷ ଓଗାଳିଲେ ଶଙ୍କରାଚାର୍ଯ୍ୟ : କହିଲେ " ମୁଁ ମାଉ ବା ଖାଉ ହୋଇଥିଲେ ଶାସନତନ୍ତ୍ର ମୋ ସହ ସମ୍ପର୍କ ରଖିଥାନ୍ତେ"
- Hits: 671









