୫ ଟି-ଆମ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଶୁଭକାମନା ଜଣାଇବା ପାଇଁ ଓ ତାଙ୍କ ସହ ଦେଖା କରିବା ପାଇଁ ନବୀନ ନିବାସରେ ଲାଗିଛି ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ | ସତେ ଯେମିତି ଗତ କିଛି ଦିନ ଧରି ସେଠି ଲାଗିଛି ମେଳଣ | ଆଜି ବି ଜମିଥିଲା ଏମିତି କିଛି ଭିଡ ଶୁଭେଛୁ ଓ ଶ୍ରଦ୍ଧାଳୁଙ୍କର ଦର୍ଶନ ଟିକେ ପାଇବା ପାଇଁ ଶ୍ରୀ ପାଣ୍ଡିଆନଙ୍କର |
ରାଜ୍ୟ
ନବୀନ ନିବାସରେ ଚାଲିଛି ମେଳଣ : ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ଭିଡ଼
- Hits: 289









