ହେଡଲାଇନସ୍:

ବିଶିଷ୍ଟ ଶିକ୍ଷାବିତ ଡ. ଶ୍ରୀରାମ ଚନ୍ଦ୍ର ଦାଶଙ୍କ ଜନ୍ମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୭.୧୧.୨୦୨୩/ସୁମନ୍ତ କୁମାର ଦାସ: ବିଶିଷ୍ଟ ଶିକ୍ଷାବିତ ସୁସାହିତ୍ୟିକ ପ୍ରଫେସର ଡ଼ଃ ଶ୍ରୀରାମ ଚନ୍ଦ୍ର ଦାଶ ଙ୍କର ୧୦୫ତମ ଜନ୍ମଜୟନ୍ତୀ ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ କଲେଜଛକସ୍ଥିତ ଶ୍ରୀରାମ ଦାଶ ଙ୍କ ପ୍ରତିମୂର୍ତ୍ତୀ ରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରମତୀ ଅର୍ଚନା ସିଂହ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ,ସାମ୍ବାଦିକ ମନୋଜ କୁମାର ଦାଶ,ମୁଖ୍ୟ ସହାୟକ ଦୀପକ କୁମାର ପଟନାୟକ ,ସୁଦର୍ଶନ ଦାସ ପ୍ରମୂଖ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

0
0
0
s2sdefault