ହେଡଲାଇନସ୍:

ବିଦା ହେଲେ ଚଇନି : କଟକ ଜିଲ୍ଲାପାଳ ହେଲେ ନରହରି ସେଠି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଦା ହେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି | ତାଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି ସରକାର | ତାଙ୍କ ସ୍ଥାନରେ  କଟକ ଜିଲ୍ଲାପାଳ ହେଲେ ବର୍ତ୍ତମାନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ  ନରହରି ସେଠି | ଆଜି ଏହି ମର୍ମରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି |

0
0
0
s2sdefault