ବାଣପୁର:(ସେକ୍ କୌସର):ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା"ଭଗବତୀ ଙ୍କ ପାଖରେ ମୁଁ ପ୍ରାର୍ଥନା କରୁଅଛି। ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ କୁମାରାଙ୍ଗ ଶାସନ ଗ୍ରାମପଞ୍ଚାୟତ ଅଞ୍ଚଳର ସମସ୍ତ ଗୁରୁଜନ ଓ ଭାଇ, ଭଉଣୀ ମାନଙ୍କୁ କୁମାରାଙ୍ଗ ଶାସନ ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନ ଙ୍କ ତରଫରୁ ଶୁଭେଛା ଓ ଶୁଭକାମନା। ମା"ଲକ୍ଷ୍ମୀ ଙ୍କର ସବୁବେଳେ ଆଶୀର୍ବାଦ ରହିଥାଉ ସବୁ ପ୍ରକାର ସଙ୍କଟ ନାଶ ହେଉଥାଉ ଆପଣଙ୍କର ଜୀବନ ସବୁବେଳେ ଭଲ ରହିଥାଉ ଲକ୍ଷ୍ମୀ ପୂଜା ର ହାର୍ଦ୍ଦିକ ଅଭିନନ୍ଦନ!!!
ରାଜ୍ୟ
ଶାରଦୀୟ ଗଜଲକ୍ଷ୍ମୀ ପୂଜା ଓ ଦୀପାବଳୀ ଉପଲକ୍ଷେ ଶୁଭେଛା ଓ ଶୁଭକାମନା।
- Hits: 270








